‘ଭଦ୍ରକ ଜିଲ୍ଲା ୪୮ ଘଣ୍ଟା ପାଇଁ ସଟଡ଼ାଉନ୍‌’

Spread the love

Hövsan https://bergamopersonaltrainer.it/1455-dtit83738-incontri-milf-bergamo.html ଭଦ୍ରକ ଜିଲ୍ଲାକୁ ୪୮ ଘଣ୍ଟା ପାଇଁ ସଟ୍‌ଡ଼ାଉନ୍ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଅଗଷ୍ଟ ୧ ତାରିଖ ସକାଳ ୫ ରୁ ୩ ତାରିଖ ସକାଳ ୫ ପର୍ଯ୍ୟନ୍ତ ସଟ୍‌ଡ଼ାଉନ୍ ନେଇ ଘୋଷଣା ହୋଇଛି । ସଟଡ଼ାଉନ୍ ବେଳେ ସବୁ ଅନୁଷ୍ଠାନ , ସରକାରୀ ଅଫିସ ବନ୍ଦ ରହିବ । ତେବେ ମେଡ଼ିକାଲ୍ , ପେଟ୍ରୋଲ ପମ୍ପ ଓ ଏ.ଟି.ଏମ ଖୋଲା ରହିବ ।

50 Views

Leave a Reply

Your email address will not be published. Required fields are marked *

Translate »