ବଲିଉଡ୍‌ରେ ଡ୍ରଗ୍ସ କନେକ୍ସନ୍‌ର ବଡ ଖୁଲାସା

Spread the love

http://patayershomes.com/heart-attack http://place-des-coachs.com/les-specialites-de-nos-coachs-expertise-coaching-competences-coaching-sportif-coaching-professionnel-coaching-personnel-coaching-de-vie-relooking-decoration-developpement-personnel-creation-entreprise/devis-coach-gestion-du-stress-nos-coachs-le-coaching-coaching-sportif-coaching-professionnel-coaching-personnel-coaching-de-vie-relooking-decoration-developpement-personnel-creation-entreprise-2-2-2

ରିୟା ଚକ୍ରବର୍ତୀ ଓ ଡ୍ରଗ୍ସ ମାମଲାରେ ବଡ ଖବର ସାମ୍ନାକୁ ଆସିଛି । ରିୟା ଅନେକଥର ସାରା ଅଲି ଖାନଙ୍କ ଠାରୁ ଡ୍ରଗ୍ସ ନେଇଥିବା ଜଣାପଡିଛି । ସାରା ମଧ୍ୟ ଅନେକଥର ରିୟାଙ୍କ ଠାରୁ ଡ୍ରଗ୍ସ ନେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ସାରା ଅଲି ଖାନ ଜଣେ ହାଇ ପ୍ରୋଫାଇଲ ଡ୍ରଗ୍ସ ପେଡ଼ଲର ସମ୍ପର୍କରେ ଥିଲେ, ଯାହାକୁ ଏନସିବି ଖୋଜୁଛି । ସାରାଙ୍କ ଠାରୁ ଡ୍ରଗ୍ସ ନେଇ ରିୟା ସୁଶାନ୍ତଙ୍କ ପାଖକୁ ପହଞ୍ଚାଉଥିଲେ ।
ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ ମାମଲାରେ ଏନ୍‌ସିବି ଆଉ ୬ଜଣଙ୍କୁ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି ଏବେ ସୁଦ୍ଧା ୧୬ଜଣଙ୍କୁ ଗିରଫ କରିସାରିଛି ।ଜଣେ ଅଧିକାରୀ କହିଛନ୍ତି ଯେ, ୬ ଅଭିଯୁକ୍ତ କରମଜିତ ସିଂହ, ଡ୍ରବେନ୍ ଫର୍ଣ୍ଣାଡିଶ , ସଂକେତ ପଟେଲ. ଅଙ୍କୁଶ ଅନରେଜା, ସନ୍ଦୀପ ଗୁପ୍ତା, ଅଫତାଵ ଅନସାରୀଙ୍କ ନାଁ ଯାଞ୍ଚ ସମୟରେ ସାମ୍ନାକୁ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ସମସ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରାଯାଇଛି ।
କରମଜିତ ସିଂହ ଡ୍ରଗ୍ସ ସପ୍ଲାଏ କରୁଥିଲା । ଫିଲ୍ମ ଇଣ୍ଡଷ୍ଟ୍ରି ସହ ତାର ସମ୍ପର୍କ ରହିଛି । ଡ୍ରବେନ୍ ଫର୍ଣ୍ଣାଡିଶ ଗଂଜେଇ ଓ ଚରସ ସୌଦା କରୁଥିଲା । ସେ ରିୟାଙ୍କ ଭାଇ ଷୌଭିକ ଚକ୍ରବର୍ତୀଙ୍କ ସହଯୋଗୀ ମଧ୍ୟ ଥିଲା ।

34 Views

Leave a Reply

Your email address will not be published. Required fields are marked *

Translate »