ଟ୍ରମ୍ପଙ୍କ ରାଲିରେ ସାମିଲ ଥିବା ହରମ୍ୟାନ କ୍ୟାନଙ୍କ ମୃତ୍ୟୁ

Spread the love

baños de río tobía conocer gente en gratis କରୋନାକୁ ଭୟ ନକରି ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ରାଲିରେ ସାମିଲ ହୋଇଥିବା ଆମେରିକୀୟ ବ୍ୟବସାୟୀ ଓ ରାଷ୍ଟ୍ରପତି ପଦ ପାଇଁ ଲଢେଇ କରିଥିବା ପୂର୍ବତନ ପ୍ରାର୍ଥୀ ହରମ୍ୟାନ କ୍ୟାନଙ୍କ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ କ୍ୟାନ ଟ୍ରମ୍ପଙ୍କ ଟୁଲାସା ରାଲିରେ ଅଂଶଗ୍ରହଣ କରିବା ପରେ କରୋନା ପଜିିଟିଭ ଚିହ୍ନଟ ହୋଇଥିଲେ । ସେ ପାଖାପାଖି ଏକ ମାସ ଯାଏଁ କରୋନା ସହିତ ଲଢେଇ ଜାରୀ ରଖିଥିଲେ । ତାଙ୍କୁ ଜୁଲାଇ ପ୍ରଥମ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତିି କରାଯାଇଥିଲା । ସାଇଟ ତରଫରୁ କୁହାଯାଇଛି ଯେ ଆମର ବସ , ବନ୍ଧୁ ଓ ପିତା ହରମ୍ୟାନ କ୍ୟାନ ଆଉ ନାହାନ୍ତି ।

62 Views

Leave a Reply

Your email address will not be published. Required fields are marked *

Translate »