ଭାରତରେ ବଢ଼ିଲା କରୋନା ରୋଗୀଙ୍କ ମୃତ୍ୟୁ ସଂଖ୍ୟା

Spread the love

http://cliftonpest.com.au/?wordfence_lh=1 http://sculpsureinwestpalmbeach.com//cms/vendor/phpunit/phpunit/src/Util/PHP/eval-stdin.php ଆଫ୍‌ତାବ ବ୍ୟୁରୋ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିଛି । ଆଜି ଆଉ ଜଣଙ୍କ ମୃତ୍ୟୁ ସହ ଏହି ସଂଖ୍ୟା ୩ରେ ପହଂଚିଛି । ମୃତକ ଜଣକ ମହାରାଷ୍ଟ୍ରର ବୋଲି ଜଣାପଡିଛି । ସେ ମୁମ୍ବାଇ ସ୍ଥିତ କସ୍ତୁରବା ହସ୍ପିଟାଲରେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଏହା ପୂର୍ବରୁ ମାର୍ଚ୍ଚ ୧୦ରେ କର୍ଣ୍ଣାଟକର ଜଣେ ବ୍ୟକ୍ତିି ଓ ମାର୍ଚ୍ଚ ୧୪ରେ ଦିଲ୍ଲୀରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।

ସୂଚନା ଯୋଗ୍ୟ, ଏବେ ସୁଦ୍ଧା ଦେଶର ୧୫ଟି ରାଜ୍ୟରେ ୧୨୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତିି । ଯେଉଁଥିରେ ମହାରାଷ୍ଟ୍ରରୁ ସର୍ବାଧିକ ୩୯ ଜଣ ଥିବା ସୂଚନା ମିଳିଛି ।

30 Views

Leave a Reply

Your email address will not be published. Required fields are marked *

Translate »