ଆମ୍ବୁଲାନ୍ସରେ ରୋଗୀ ବଦଳରେ ବୁଲୁଛନ୍ତି ଭୋଗୀ

Spread the love

overnight neurontin overboard ଆଫତାବ ବ୍ୟୁରୋ: ଆକଳନ ସତ ହେଲା । ଘରୋଇ ଆମ୍ବୁଲାନ୍ସ ରୋଗୀଙ୍କ ବଦଳରେ ଭୋଗୀଙ୍କ ସେବାରେ ଲାଗୁଥିବା ସରକାରଙ୍କ ନଜରକୁ ଆସିଛି । ରୋଗୀଙ୍କୁ ଡାକ୍ତରଖାନା ନେବା ବଦଳରେ ଆମ୍ବୁଲାନ୍ସ ଡ୍ରାଇଭର ଯାତ୍ରୀଭଡା କରୁଥିବା ଜଣାପଡିଛି । ଫଳରେ ଏହାକୁ ନେଇ ଶକ୍ତ ହୋଇଛନ୍ତି ସରକାର । ଏଭଳି ନଜରକୁ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି ।

buy provigil drug http://zenialocation.com/692-dtf75448-rencontre-cougar-a-madagascar.html ସାମ୍ବଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚି । ଚେକିଂ ଓ ବ୍ଲକିଂ ବେଳେ ପୋଲିସ ସନ୍ଦେହ ହେଲେ ଆମ୍ବୁଲାନ୍ସ ଚେକ୍ କରିପାରିବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଏମିତିରେ ଧରାପଡିଲେ, ତୁରନ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ ଆମ୍ବୁଲାନ୍ସର ଲାଇସେନ୍ସକୁ ବାଜ୍ୟାପ୍ତି କରାଯିବ ବୋଲି ବାଗଚି କହିଛନ୍ତି । ତେଣୁ ଏଭଳି ଘୃଣ୍ୟ କାର୍ଯ୍ୟରୁ ଆମ୍ବୁଲାନ୍ସ ଡ୍ରାଇଭର ଓ ମାଲିକମାନେ ନିବୃତ୍ତ ରହିବାକୁ ସରକାରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।

59 Views

Leave a Reply

Your email address will not be published. Required fields are marked *

Translate »